କରୋନା ମୁକ୍ତ ହେଲେ ସ୍ୱର ସମ୍ରାଜ୍ଞୀ ଲତା ମଙ୍ଗେସକର : ରିପୋର୍ଟ ହେଲା ନେଗେଟିଭ

ମୁମ୍ବାଇ: କରୋନା ମୁକ୍ତ ହେଲେ ସ୍ୱର ସମ୍ରାଜ୍ଞୀ ଲତା ମଙ୍ଗେସକର। ରିପୋର୍ଟ ହେଲା ନେଗେଟିଭ। ଜାନୁଆରି ୮ରେ ସେ କରୋନା ଆକ୍ରାନ୍ତ ହୋଇଥିଲେ। ତାଙ୍କର ସ୍ବାବ ନମୁନା ପଜିଟିଭ ଆସିବା ସହ ତାଙ୍କୁ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲକୁ ନିଆଯାଇଥିଲା। କିଛି ଦିନର ଚିକିତ୍ସା ପରେ ଏବେ ସେ କରୋନା ମୁକ୍ତ ହୋଇଥିବା ଜଣାପଡ଼ିଛି। ତାଙ୍କର ରିପୋର୍ଟ ନେଗେଟିଭ ଆସିଥିବା କହିଛନ୍ତି ମହାରାଷ୍ଟ୍ର ସ୍ବାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେ। ସେ ଉଭୟ … Continue reading କରୋନା ମୁକ୍ତ ହେଲେ ସ୍ୱର ସମ୍ରାଜ୍ଞୀ ଲତା ମଙ୍ଗେସକର : ରିପୋର୍ଟ ହେଲା ନେଗେଟିଭ